Commons:Picture of the Year/2010/or
From Wikimedia Commons, the free media repository
poty2010 ବର୍ଷର ସବୁଠୁ ଭଲ ଛବିମାନଙ୍କର ମଉଛବ।
ପଞ୍ଚମ ବାର୍ଷିକ ବର୍ଷର ସବୁଠୁ ଭଲ ଛବି ଗୋଟିଏ ପ୍ରତିଯୋଗିତା ଯେଉଁଠାରେ ଉଇକିପିଡ଼ିଆ ସଭ୍ୟମାନେ ସେହିସବୁ ଛବିସବୁ ପାଇଁ ମତଦାନ କରିବେ ଯେଉଁ ସବୁ ଏହି ବର୍ଷ ଭିତରେ ବଛା ଛବି ହୋଇ ଆସିଛି, ଯାହା ଫଳରେ ବର୍ଷର ସବୁଠୁ ଭଲ ଛବିଟି ବଛାଯାଇ ପାରିବ ।
ପ୍ରତିଯୋଗିତା ଆରମ୍ଭ ଆରମ୍ଭ ହୋଇଯାଇଛି ଓ ପ୍ରଥମ ପର୍ଯ୍ୟାୟ 4 ମେ ୨୩:୪୧ (ଇଉଟିସି) ବା ୦୪:୨୧ (ଭା.ମା.ସ.) ରେ ସମୟ ହେବ ।
ମୁଁ ଏଥିରେ ମତଦେଇ ପାରିବି? (ମତ ଦେବା ଆଗରୁ ଏହାକୁ ପଢ଼ନ୍ତୁ) ମୋର ପ୍ରଶ୍ନଟିଏ କରିବାର ଅଛି। ମୁଁ କେମିତି ଭାଗନେବି?