Odia subtitles for clip: File:দুনিয়া যখন দোরগোড়ায়.webm

Jump to navigation Jump to search
1
00:00:02,120 --> 00:00:04,840
ନେତାଜୀ ସୁବାଷ ଚନ୍ଦ୍ର ବୋଷ

2
00:00:04,840 --> 00:00:06,160
ତାଙ୍କ ବାପାଙ୍କୁ ଗୋଟେ ଚିଠି ରେ ଲେଖିଥିଲେ ଯେ,

3
00:00:06,545 --> 00:00:09,765
ବିଚାର ଧାରାର ଏହି ସବୁ ଦ୍ଵନ୍ଦ, ଭଲ ହେଉ କି ଖରାପ 

4
00:00:10,175 --> 00:00:13,365
ଏହି ଲୋକ ସବୁ ସଂଘର୍ଷର ମୂଳ କାରଣ |

5
00:00:13,815 --> 00:00:14,815
ବୁଝିଲୁ ?

6
00:00:15,320 --> 00:00:18,920
ସେ ନିଜର ଚିନ୍ତାଧାରାକୁ ସ୍ୱାମୀ ବିବେକାନନ୍ଦଙ୍କ ସହିତ ତୁଳନା କରିଥିଲେ |

7
00:00:18,920 --> 00:00:20,780
ତୁମେ, ପୁଣି ଥରେ ନିଜ ୟାଡୁ ସ୍ୟାଡୁ କଥା ଆରମ୍ଭ କରିଦେଲ ନା? 

8
00:00:20,940 --> 00:00:22,680
ସେ କେବେ ବି ତାଙ୍କ ବାପାଙ୍କୁ ଏମିତି ଚିଠି ଲେଖିନଥିଲେ |

9
00:00:22,860 --> 00:00:26,380
ତୁମେ କଣ ଜାଣିଛ କହିଲ ? ଖାଲି ହୁଆଟସାପରୁ ମିଛ ଖବର ପଢ଼ୁଥିବା ଲୋକଙ୍କ ଦଳ | 

10
00:00:27,125 --> 00:00:28,175
ତୁମେ କେବେ ବହି ପଢିଛ ?

11
00:00:29,075 --> 00:00:30,355
ତୁମେ କେବେ ଥରେ ବି ପଢିଛ ?

12
00:00:32,055 --> 00:00:32,975
 

13
00:00:32,975 --> 00:00:33,975
ହଇରେ 

14
00:00:34,105 --> 00:00:35,105
କଣ ଚାଲିଛି ଏଠି ?

15
00:00:36,000 --> 00:00:37,000
କଣ କରୁଛ ରେ ?

16
00:00:37,000 --> 00:00:40,160
କଣ ବକଵାସ କରୁଛ ରେ ?? ଛାଡ଼, ମୁଁ ବୁଝାଉଛି |

17
00:00:40,165 --> 00:00:41,165
ହେ, ଶୁଣିଲୁ ,

18
00:00:41,260 --> 00:00:44,800
ନେତାଜୀ ସୁବାଷ ଚନ୍ଦ୍ର ବୋଷ କେବେ ବି ତାଙ୍କ ବାପାଙ୍କୁ ଏମିତି ଚିଠି ଲେଖିନଥିଲେ |

19
00:00:44,800 --> 00:00:46,195
ନେତାଜୀ ତାଙ୍କ ବଡ ଭାଇ 

20
00:00:46,200 --> 00:00:48,100
ବଡ ଭାଇ ସାର୍ଟ ଚନ୍ଦ୍ର ବୋଷଙ୍କୁ ଲେଖିଥିଲେ  

21
00:00:48,200 --> 00:00:51,215
ଆଉ ହଁ, ତୁମେ କହୁଥିଲା ନା ସେ ସ୍ୱାମୀ ବିବେକାନନ୍ଦଙ୍କ କଥାରେ ଥିଲେ?

22
00:00:51,220 --> 00:00:53,740
ଏଟା କେବେ ସ୍ୱାମୀ ବିବେକାନନ୍ଦଙ୍କ କଥା ନ ଥିଲା 

23
00:00:53,820 --> 00:00:57,275
ଏଟା ହେଗେଲଙ୍କର ନିରପେକ୍ଷ କଥା ଥିଲା 

24
00:00:57,275 --> 00:01:00,345
ହଫମ୍ୟାନ ଆଉ ସପେନହାୱାବରଙ୍କ ନିରପେକ୍ଷ ବିଲ 

25
00:01:00,345 --> 00:01:02,380
ଆଉ ଅନ୍ନି ବରଗାଁଙ୍କ ନିରପେକ୍ଷ ଦଲିଲ 

26
00:01:02,540 --> 00:01:04,920
ତାଙ୍କୁ ଏହି ସବୁ ବିଚାର, ସେହି ବହିଗୁଡ଼ିକ ପଢି ମିଳିଥିଲା |

27
00:01:05,080 --> 00:01:06,220
ବୁଝିଲ କିଛି ?

28
00:01:06,840 --> 00:01:07,840
ବୁଝିଲ ?

29
00:01:27,440 --> 00:01:28,160
ଆରେ ଭାଇନା 

30
00:01:28,360 --> 00:01:29,360
ବଙ୍ଗାଳୀ ଉଇକିପାଠାଗାରରେ ଥରେ କ୍ଲିକ କର,

31
00:01:30,100 --> 00:01:31,100
ଏବେ ପୁରା ବଙ୍ଗଳା ପଢ଼ିବ |

32
00:01:34,000 --> 00:01:35,240
ପାର୍ଟି ପାଇଁ କି ରେଡି ? ଜଲଦି ଆସିବ 

33
00:01:39,200 --> 00:01:39,960
ସୁତନୁ 

34
00:01:40,340 --> 00:01:42,280
ଏତେ ଡେରିରେ କୁଆଡେ ଯାଉଛୁ କିରେ ?

35
00:01:44,200 --> 00:01:46,100
ଏଇ ଲାଇବ୍ରେରୀ ଆଡେ ଟିକେ ଯାଉଛି, କଣ ଗୋଟେ ବହି ପଢିବାକୁ ଇଚ୍ଛା ହେଉଛି 

36
00:01:46,100 --> 00:01:48,160
ଲାଇବ୍ରେରୀ ? ଏବେ ?


37
00:01:48,160 --> 00:01:53,020
ହଁ , ଘରେ ଯେତିକି ବହି ଥିଲା ସବୁ ତ ପଢ଼ିସାରିଲିଣି | ଏବେ ମତେ ନୂଆ ବହି ଦରକାର |

38
00:01:55,060 --> 00:01:55,720
ଟାକ୍ସି  

39
00:01:56,540 --> 00:01:57,300
ସୁତନୁ

40
00:01:58,360 --> 00:01:59,240
ଏଠିକି ଆସ 

41
00:02:00,600 --> 00:02:01,760
ଆସିକି ଏଇଠି ବସ

42
00:02:04,340 --> 00:02:05,000
ଏଇଟା ଟିକେ ଦେଖିଲୁ 

43
00:02:05,760 --> 00:02:07,020
ଏଇଟା କଣ ?

44
00:02:07,020 --> 00:02:11,480
ଯଦି ଲାଇବ୍ରେରୀ ତୋ ପାଖକୁ ଆସୁଛି, ତାହାଲେ ତୁ କାଇଁ ଲାଇବ୍ରେରୀ ଯିବୁ ??

45
00:02:27,980 --> 00:02:31,520
ବଙ୍ଗାଳୀ ଉଇକିପାଠାଗାର

46
00:02:31,520 --> 00:02:35,640
bn.wikisource.org